ଚଳିତ ବର୍ଷ ହେବନାହିଁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା

ଚଳିତ ବର୍ଷ ବାଦବିବାଦ ଯୋଗୁଁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ବନ୍ଦ ରହିଥିବା ବ୍ରାହ୍ମଣ ନିଯୋଗ ପକ୍ଷରୁ କୁହାଯାଇଛି l ଆଜକ ପ୍ରଶାସନ ସହ ଏ ନେଇ ଆଲୋଚନା ହୋଇଥିଲେ ମଧ୍ୟ କିଛି ନିଷ୍କର୍ସ ବାହାରି ପାରିନଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes