ଚର୍ମ ରୋଗ ନିରାକରଣ ନେଇ ସଚେତନତା ଶିବିର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ସଭାଗୃହ ଠାରେ ଆଜି ଚର୍ମ ରୋଗ ନିରାକରଣ ସଚେତନତା ଶିବିର ଅଧ୍ୟକ୍ଷା ରେଖା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ବରଗଡ଼ ବିକାଶ ହସ୍ପିଟାଲର ଡ. ଇପ୍ସିତା ଦେବତା ଯୋଗଦେଇ ଚର୍ମ ରୋଗର ନିରାକରଣ ଉପରେ କହିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ମନୋରଞ୍ଜନ ପ୍ରଧାନ,ନିରଞ୍ଜନ ପାଣ୍ଡିଆ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes