ଚମ୍ପୁଆରେ 24 ଘଣ୍ଟାରେ 19.6 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆରେ 19.6 ମିଲିମିଟର ବର୍ଷା ହୋଇଥିବା ବେଳେ ଝୁମ୍ପୁରାରେ 11.2, ଯୋଡ଼ାରେ 10.2 ମିମି ବର୍ଷା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes