ସୋନପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଚମ୍ପାପୁର ଠାରେ ଆଜି ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟାଙ୍କ ଅପ ବୋରଦା ବ୍ୟାଙ୍କ ଶାଖାକୁ ଶୁଭାରମ୍ଭ କରିଥିଲେ।
ଏଥିରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ତଥା ବୋରଦା ବ୍ୟାଙ୍କ ମ୍ୟାନେଜର ପୁରନ୍ଦର ମେହେର ଉପସ୍ଥିତ ରହିଥିବା ନେଇ ଶାଖାର କର୍ମକର୍ତ୍ତା ସନ୍ଦୀପ ଭଞ୍ଜଦେଓ ସୂଚନା ଦେଇଛନ୍ତି।