ଚବିଶ ଘଣ୍ଟାରେ ରାଜ୍ୟରେ 10 କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ 24 ଘଣ୍ଟାରେ 10 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ 2 ଜଣଙ୍କ ବୟସ 18 ବର୍ଷରୁ କମ l ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 7 ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ 3 ଜଣ ସ୍ଥାନୀୟ ସଂକ୍ରମିତ l

କେବଳ ଚାରୋଟି ଜିଲ୍ଲା -ସମ୍ବଲପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes