ଚବିଶ ଘଣ୍ଟାରେ ଘଷିପୁରାରେ ୭୨.୨ ମିମି ବର୍ଷା

ଗତ 24 ଘଣ୍ଟାରେ କେନ୍ଦୁଝର ଜିଲ୍ଲାର ଘଷିପୁରାରେ 72.2 ମିଲିମିଟର ବର୍ଷା ହୋଇଥିବା ବେଳେ ଆନନ୍ଦପୁରରେ 64.4 ଏବଂ ଦୈତାରୀରେ 40 ମିମି ବର୍ଷା ହୋଇଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes