ଚନ୍ଦକା ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ଶିକ୍ଷା

ଆଜି ଚନ୍ଦକା ଉଚ୍ଚମହାବିଦ୍ୟାଳୟ ଶ୍ରେଣୀ ଗୃହରେରେ ଛାତ୍ରୀ ମାନଙ୍କୁ ଆତ୍ମ ରକ୍ଷା କୌଶଳ ଶିକ୍ଷା ପ୍ରଦାନ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପର୍ଶୁ ରାଉତରାୟ ଏବଂ ସଭାକୁ ପରିଚାଳନା କରିଥିଲେ ମହାବିଦ୍ୟାଳୟ ପ୍ରଧାନ ଅଧକ୍ଷ ଅକ୍ଷୟ କୁମାର ଶତପଥୀ ଏବଂ କ୍ରୀଡା ଶିକ୍ଷକ ସୁରେଶ କୁମାର ମହାନ୍ତି ।

ରାଜନୀତି ବିଜ୍ଞାନର ମୁଖ୍ୟ ଶରତ ସୁନ୍ଦରୟ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ କରିଥିଲେ |

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes