ଚଣ୍ଡୀ ମହାଯଜ୍ଞ ଓ ନାରାୟଣ ସେବା ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲା ବୈଦିକ କର୍ମକାଣ୍ଡ ବ୍ରାହ୍ମଣ ପରିଷଦ ପକ୍ଷରୁ ଆଜି ସରାସ ସ୍ଥିତ ମାଁ ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣରେ ଗୋ ରକ୍ଷା ଓ ସନାତନ ଧର୍ମ ର ସୁରକ୍ଷା କାମନା କରି ମାଁ ଙ୍କ ଉଦ୍ୟେଷ ରେ ଚଣ୍ଡୀ ମହାଯଜ୍ଞ ଓ ନାରାୟଣ ସେବା ମହା ଆଡମ୍ବର ସହ ଅନୁଷ୍ଠିତ କରାଯାଇଅଛି। ଏଥିରେ ପ୍ରାରମ୍ଭିକ ଗୋ ପୂଜା , ସୂର୍ଯ୍ୟ ପୂଜା ଗୁରୁ ପୂଜା କ୍ରମ ରେ ଯଜ୍ଞ ପ୍ରାରମ୍ଭ ହୋଇଥିଲା । ଏଥିରେ ପରିଷଦର ସମସ୍ତ ବ୍ରାହ୍ମଣ ମାନେ ସହୋଯୋଗ କରି ଗୋଟିଏ ଅଧ୍ୟାତ୍ମିକ ବାରିବେଶ ସୃଷ୍ଟି କରି ଯଜ୍ଞ ସମ୍ପାଦନ କରିଥିଲେ । ପାଖାପାଖି ସମସ୍ତ ଅଞ୍ଚଳର ଭକ୍ତ ଙ୍କ ସମାବେଶ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes