ଚକରେ ସଂଯୋଗ ହେଲା ଅଖ

ପୁରୀ ରଥଖଳାରେ ତିନିରଥର ସମସ୍ତ ୪୨ ଚକ ନିର୍ମାଣ ଓ ୨୧ ଅଖ ନିର୍ମାଣ ଶେଷ ହୋଇ ସବୁ ଚକରେ ଅଖ ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି ।

ଦଣ୍ଡାରେ ମୁହାଁଟ ଲାଗିବା କାର୍ଯ୍ୟ ଚାଲିଥିବା ବେଳେ ପାଞ୍ଚ ଦଣ୍ଡାରେ ଆଗ ଏବଂ ପଛ ନିରାଡ଼ି ଉଠିଅଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes