ଚଉକାରେ ମେରୁଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ମୁର୍ଷୁଣ୍ଢି ପଞ୍ଚାୟତ ଅଧିନସ୍ଥ ଚଉକା ଦଣ୍ତପାର୍ଟି ଆଜି ମେରୁଯାତ୍ରା ପରିବେଷଣ ସହ ପଣାସଂକ୍ରାନ୍ତି ପାଳନ କରୁଛନ୍ତି।

ଆଜି ଦଣ୍ତଯାତ୍ରା ସମାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes