ଘୋଷଣା ହେଲା ୨୦୨୩ର ହକି ବିଶ୍ବକପର କାର୍ଯ୍ୟସୂଚୀ, ଓଡ଼ିଶାରେ ହେବ ଖେଳ

୨୦୨୩ର ହକି ବିଶ୍ବକପର ଖେଳସୂଚୀ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ବର ଓ ରାଉରକେଲାରେ ମ୍ୟାଚ୍ ଅନୁଷ୍ଠିତ ହେବ। ୪ଟି ପୁଲରେ ୧୬ ଟି ଦଳ ଖେଳିବେ। ପୁଲ ଡିରେ ଭାରତ ଅଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes