ଘାଟି ରାସ୍ତାରେ ଭାଲୁ ବୁଲୁଥିବାରୁ ଲୋକେ ଆତଙ୍କିତ

କେନ୍ଦୁଝର ଜିଲା ପାଟଣା ରେଞ୍ଜ ଯମୁନା ପଶି ବିଟ ବଲାଣିପଶି ଗାଁ ନିକଟ ଧରମାଘାଟି ନିକଟରେ ଏକ ଜଙ୍ଗଲୀ ଭାଲୁ ସୋମବାର ଦିନ ତମାମ ଘୁରି ବୁଲୁଥିବା ରୁ ଲୋକେ ଆତଙ୍କିତ ହୋଇଛନ୍ତି l

ଭାଲୁଟି ପାଖ ଜଙ୍ଗଲରୁ ଚାଲି ଆସିଥିବା ବେଳେ ଭାଲୁକୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିବା ବେଳେ ସନ୍ଧ୍ୟାରେ ଭାଲୁଟି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିବା ଜଣାପଡ଼ିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes