ଘାଟିକିଆ ପ୍ରାଥମିକ ଚିକିତ୍ସାଳୟରେ ବିଏମସି ଡେପୁଟି ମେୟର

ଆଜି ବିଏମସି ଡେପୁଟି ମେୟର ମଞ୍ଜୁଲତା କହଂର ଘାଟିକିଆ ପ୍ରାଥମିକ ଚିକିତ୍ସାଳୟ ପରିଦର୍ଶନ କରିଥିଲେ l

ଚିକିତ୍ସାଳୟର ସ୍ବଛତା, ସୁରକ୍ଷା ଓ ରୋଗୀ ଚିକିତ୍ସା ସମ୍ପର୍କରେ ଡ଼ାକ୍ତର , ଷ୍ଟାଫ୍ ମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ଅଂଶୁଘାତ ସଚେତନତା ସହ ସ୍ୱତନ୍ତ୍ର ୱାର୍ଡ ଖୋଲିବାକୁ କହିଥିଲେ l ରୋଗୀଙ୍କୁ ଚିକିତ୍ସା, ପାନୀୟ ଜଳ ଯୋଗାଣ, ଔଷଧ ଯୋଗାଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ବିଷୟରେ ପଚାରି ବୁଝିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes