ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘର ଭିତରୁ ୨୧ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
କୌଣସି କାରଣ ନେଇ ଘରେ ଗାଳିଦେବାରୁ ଲୁଗାରେ ଫାଶୀ ଲଗାଇ ଯୁବତୀଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
Credible Local News of Odisha