ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଦମପୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ସ୍ତ୍ରୀ ମୃତଦେହ ତଳେ ପଡ଼ି ଥିବାବେଳେ ସ୍ବାମୀର ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସ୍ତ୍ରୀକୁ ମାରି ସ୍ବାମୀ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
Credible Local News of Odisha