ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ ଜିଲ୍ଲା ବାସୁଦେବପୁର ଜଗନ୍ନାଥପୁର ମାମୁ ଘରେ ରହୁଥିବା ମୃତକଙ୍କ ଝିଆରି ୩ ଦନ ତଳୁ ନିଖୋଜ ଅଛନ୍ତି।

ଝିଆରୀ ଅପହରଣ ଅଭିଯୋଗର ୩ ଦିନ ପରେ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ଘଟିଛି। ଯୁବତୀ ଜଣକ ରାତିରେ ବାସୁଦେବପୁର ଥାନାକୁ ଯାଇ ଘରକୁ ଫେରିଥିଲେ। ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes