ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର ଏୟାର ଫିଲ୍ଡ ଥାନା କୁହା ଅଞ୍ଚଳରୁ ମୃତଦେହ ଉଦ୍ଧାର ହୋଇଛି।

ପରୀକ୍ଷାରେ ଅସଫଳ ହୋଇ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏକାଧିକ ଥର ମେଡିକାଲ ପରୀକ୍ଷା ଦେଇ ବିଫଳ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes