ଘର ଉପରକୁ ବୋମାମାଡ଼, ବାଇକ ଓ ଆସବାବପତ୍ର ନଷ୍ଟ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମଳିପଡ଼ା ଗାଁରେ ଏହି ବୋମାମାଡ଼ ଘଟଣା ଘଟିଛି।

ବୋମାମାଡ଼ରେ ବାଇକ ଓ ଘରର କିଛି ଆସବାବପତ୍ର ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଦିନ ବଚସାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes