ଘରୋଇ ବସ୍‌ ଚଳାଚଳ ବନ୍ଦ ନେଇ ଚେତାବନୀ

ସନ୍ଧ୍ୟା ସୁଦ୍ଧା ରାସ୍ତା କ୍ଲିଅର ନ ହେଲେ ବସ୍‌ ବନ୍ଦର ଧମକ ଦେଇଛି ଘରୋଇ ବସ୍‌ ମାଲିକ ସଂଘ।

ଡ୍ରାଇଭର ସଂଘର ଆନ୍ଦୋଳନ ଦୃଷ୍ଟିରୁ ଏହି ଚେତାବନୀ ଦେଇଛି ସଂଘ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes