ଘରୋଇ ଟିଭି ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ

ଠକେଇ ମାମଲାରେ ଏକ ଘରୋଇ ଟିଭି ନ୍ୟୁଜ ଚ୍ୟାନେଲର ସମ୍ପାଦକଙ୍କୁ ଗତକାଲି ରାତିରେ ଇଓଡବ୍ଲୁ ଗିରଫ କରିଥିବା ଜଣାପଡିଛି l

ତାଙ୍କ ନାମରେ ପ୍ରାୟ ଏକ କୋଟି ଟଙ୍କାର ଠକେଇ ମାମଲା ଥିବା ବେଳେ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes