ଘରେ ପଶି ଏସିଡ୍ ମାଡ଼, ୨ ଶିଶୁଙ୍କ ସହ ୪ ଗୁରୁତର

ବାଲେଶ୍ବର ସଦର ଥାନା ଭୀମପୁରା ଅଞ୍ଚଳରେ ଏହି ଜଘନ୍ୟ କାଣ୍ଡ ଘଟିଛି। ଗୁରୁତର ଅବସ୍ଥାରେ ସମସ୍ତ ୪ ଜଣଙ୍କୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁଇ ଭଉଣୀ ଏବଂ ସେମାନଙ୍କ ୨ ଛୋଟ ପିଲାଙ୍କୁ ଏସିଡ୍ ମାଡ଼ ହୋଇଛି। ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଜଣେ ଯୁବକ ଏସିଡ୍ ପକାଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes