ଘଡ଼ ଘଡି ସହିତ ବର୍ଷା ଆରମ୍ଭ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଘଡ ଘଡି ସହ ବର୍ଷା ଆରମ୍ଭ ହୋଇଛି।

ଆଜି ୪:୩୦ମିନିଟରୁ ପବନ ସହ ବର୍ଷା ମଧ୍ୟ ଜାରି ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes