ଘଡ଼ଘଡି, କୁଆପଥର, ବଜ୍ରପାତ ସହ ବର୍ଷା ସମ୍ଭାବନା

କୋରାପୁଟ ଜିଲ୍ଲାର ପଟାଙ୍ଗି ଓ ନନ୍ଦପୁର ବ୍ଲକ ଅଞ୍ଚଳରେ ଘଡ଼ଘଡ଼ି, କୁଆପଥର ସହ ଆଜି ଦିନ ୨.୪୦ ସୁଦ୍ଧା ବଜ୍ରପାତ ଓ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସତର୍କତା ଜାରି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes