ଘଟଗାଁରେ ନେପାଳୀ ଯୁବକକୁ ପିଟି ପିଟି ହତ୍ୟା ଅଭିଯୋଗ

ରାତି କାଲି ବସରେ କଟକରୁ କେନ୍ଦୁଝର ଆସୁଥିବା ସମୟରେ ଘଟଗାଁରେ ଓହ୍ଲାଇ ପଡ଼ିଥିବା କୁଞ୍ଜ ବାହାଦୁର ର ମୃତ ଦେହ କୁ ପୋଲିସ ଏକ ପୋଖରୀ ରୁ ଉଦ୍ଧାର କରିଛି।

ଢାଙ୍କୁଣିଡିହି ନିକଟରେ ୧୧ ତାରିଖ ସନ୍ଧ୍ୟା ବେଳେ କିଛି ଲୋକ ତାକୁ ଠେଙ୍ଗା ବାଡିରେ ପିଟି ପିଟି ଦରମରା କରି ପାଖ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ କ୍ରମେ ଆଜି ଘଟଗାଁ ଥାନା ପୋଲିସ ୯ ଜଣଙ୍କୁ ସଂଢେହ ରେ ଧରି ଆଣି ପଚରାଉଚରା କରୁଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes