ଗ୍ୟାସ ରେଗୁଲେଟିଙ୍ଗ ସିଷ୍ଟମ ୟୁନିଟ ପ୍ରସ୍ତାବକୁ ମଞ୍ଜୁରୀ

ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ 50 କୋଟି ଟଙ୍କା ନିବେଶରେ ଏକ ନ୍ୟାଚୁରାଲ ଗ୍ୟାସ ରେଗୁଲେଟିଙ୍ଗ ସିଷ୍ଟମ ଏବଂ ଡି -କମ୍ପ୍ରେସିଂ ୟୁନିଟ ପ୍ରତିଷ୍ଠା ସକାଶେ ଭାରତ ଗ୍ୟାସ ରିସୋର୍ସେସ ଲିମିଟେଡ଼ର ଏକ ପ୍ରସ୍ତାବକୁ ଆଜି ସରକାର ମଞ୍ଜୁରୀ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes