ଗ୍ୟାସ ଟାଙ୍କି ଭିତରେ ଗଞ୍ଜେଇ ଚାଲାଣ, ୩ ଗିରଫ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଗନ୍ନାଥପ୍ରସାଦ ନିକଟରେ ପୁଲିସ ୨୫ କେଜି ଗଞ୍ଜେଇ ଧରିବା ସହ ୩ ଜଣଙ୍କୁ ଗିରଫ କରିଛି।

ଏହା ସହ ୨ ବାଇକ୍‌ ଜବତ କରିଛି। ଗ୍ୟାସ୍‌ ଟାଙ୍କିର ମଝିରୁ କାଟି ଭିତରେ ଗଞ୍ଜେଇ ରଖି ଚାଲାଣ କରୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes