ଗ୍ୟାଙ୍ଗଷ୍ଟର ଟିମନର ଘର ଓ ଅଫିସ୍ ଭାଙ୍ଗିଲା ପୁଲିସ

ବଲାଙ୍ଗିରରେ ସରକାରୀ ଜାଗାରେ ଥିବା ଟିମନର ଘର ଓ ଅଫିସ ଭାଙ୍ଗିଛି ପୁଲିସ।

ପୂର୍ବରୁ ବିଭିନ୍ନ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଛି ଟିମନ।ପାଟଣାଗଡ଼ର ଅପରାଧୀ ଜଗା ସେନାପତି ଘର ମଧ୍ୟ ଭଙ୍ଗାଗଲା। ଜଗା ସେନାପତିର ଘର ଓ ଇଟା ଭାଟି ଭାଙ୍ଗିଲା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes