ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ହାତୀପାହୁଲ ଗ୍ରାମରେ ମଦ ବିକ୍ରି ବନ୍ଦ ଦାବିନେଇ ଆଜି ଉକ୍ତ ଗ୍ରାମର ୬ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଥାନାକୁ ଆସି ଅଭିଯୋଗ କରିବା ସହ ଗ୍ରାମରେ ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଥିଲେ ।
Credible Local News of Odisha