ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରେ ନୂତନ ଗୃହ ଉଦଘାଟନ

ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ୫-ଟଗ ରୂପାନ୍ତରଣ ପରେ ନୂତନ ଗୃହକୁ ବିଧାୟକ ସୁଧାଂଶୁ ଶେଖର ପରିଡା ଉଦଘାଟନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes