ଗୋବିନ୍ଦପୁରରେ ସୁନ୍ଦରାକାଣ୍ଡ ପରାୟଣ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ମାଘ ତିଳ ସପ୍ତମୀ ଅବସରରେ ଏକ ଦୀବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଗାୟିକା ସୁଶ୍ରୀ ବନ୍ଦିତା ନାୟକ ପୁରାଣ ପଠନ ସମାପନ କରୁଥିବା ବେଳେ ସରସ୍ବତୀ ପୂଜା କମିଟି ସଦସ୍ୟ ଉପସ୍ଥିତ ରହି ସହଯୋଗ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes