ଗୋପିନାଥପୁର ବିଟ୍ ଅଞ୍ଚଳରେ ଦନ୍ତାହାତୀକୁ ହତ୍ୟା

ମୟୁରଭଞ୍ଜ ଜିଲ୍ଲା ପିଠାବଟା ରେଞ୍ଜ ଗୋପିନାଥପୁର ବିଟ୍ ଅଞ୍ଚଳରେ ଦନ୍ତାହାତୀକୁ ହତ୍ୟା କରାଯାଇଛି।

ହାତୀକୁ ମାରି ଶିକାରୀ ଦାନ୍ତ ନେଇ ଯାଇଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes