ଗୋପାଳ ପାଗଳ ନଥିଲା ବୋଲି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ

ତଦନ୍ତ କାଳରେ ସେ ସହଯୋଗ କରୁଥିଲା ଓ ପ୍ରଶ୍ନର ଉତ୍ତର ଦେଉଥିଲା, ତଦନ୍ତରେ ସ୍ପଷ୍ଟ ହୋଇଥିଲା ଯେ ଗୋପାଳ ସୁସ୍ଥ ମନରେ ମାରିଥିଲା, ସୁସ୍ଥ ମନରେ ଓ ଯୋଜନାବଦ୍ଧ ଭାବେ ଗୋପାଳ ଅପରାଧ ଘଟାଇଥିଲା ବୋଲି କ୍ରାଇମବ୍ରାଞ୍ଚ କହିଛି।

ହତ୍ୟା ଘଟଣା ପରେ ଗୋପାଳ ପାଗଳ ଥିବା ପରିବାର କହିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes