ଗୋପାଳପୁର ବନ୍ଦରର ବିକାଶ ତଥା ବିସ୍ତାର ପାଇଁ ଚୁକ୍ତିନାମା

ଆଜି ଭୁବନେଶ୍ୱରର ଖାରବେଳ ଭବନରେ ଗୋପାଳପୁର ବନ୍ଦରର ବିକାଶ ବିସ୍ତାର ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ଲିମିଟେଡ ମଧ୍ୟରେ ସଂଶୋଧିତ ଚୁକ୍ତିନାମା ସ୍ଵାକ୍ଷର ହୋଇଛି l
ଏହି ଅବସରରେ ମନ୍ତ୍ରୀ ପଦ୍ମନାଭ ବେହେରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ନୁପଦ ସେଠୀ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes