ଗୋପାଳପୁର ପାଖ ଦେଇ ଯିବ ବାତ୍ୟା, ବର୍ଷା ଚେତାବନୀ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନୀ’ ଆସନ୍ତା 12 ତାରିଖ ସକାଳେ ଗୋପାଳପୁରରୁ 78 କିଲୋମିଟର ଦୂର ଦେଇ ସମୁଦ୍ର ଭିତରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି l

ତେବେ ଏହା ଦୁର୍ବଳ ହୋଇ ଯାଇଥିବାରୁ ଏହା ପ୍ରଭାବରେ କେବଳ ଉପକୂଳ ଓଡ଼ିଶାରେ ସ୍ଥାନେ ସ୍ଥାନେ 7 ରୁ 11 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes