ସୋନପୁର ଜିଲ୍ଲା ବୀରମହାରାଜପୁର ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଶୈବପୀଠ ବାବା ଗୋଧନେଶ୍ଵର ଠାରେ ଆଜି ପବିତ୍ର ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଅବସରରେ ଶହ ଶହ କାଉଡ଼ିଆ ମହାଦେବଙ୍କ ଠାରେ ଜଳଲାଗି କରିଥିଲେ।
Credible Local News of Odisha