ଗୋଧନେଶ୍ଵର ବାବାଙ୍କ ଦଣ୍ଡ ଯାତ୍ରା ଆରମ୍ଭ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧି ବାବା ଗୋଧନେଶ୍ଵରଙ୍କ ଚୈତ୍ରର ଦଣ୍ଡ ଯାତ୍ରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଅନୁଷ୍ଠିତ ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes