ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ଏକ ଗୋଦାମ ଘରୁ ତଣ୍ଟିକଟା ଅବସ୍ଥାରେ ଯୁବକ ଉଦ୍ଧାର ହୋଇଛି।
ଯୁବକ ଜଣକ ଭଞ୍ଜନଗରର ହୋଇଥିବା ବେଳେ ସେଠାକୁ କିପରି ଆସିଲେ ଜଣାପଡ଼ିନି। ପୁଲିସ ଯୁବକକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।
Credible Local News of Odisha