ଗୋଡିପଲ୍ଲୀ ରାସ୍ତା ଉପରେ ବନ୍ୟା ଜଳ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଗୋଡିପଲ୍ଲୀ ରାସ୍ତା ଉପରେ କୁସୁମୀ ନଦୀର ୩ ଫୁଟ୍‌ର ବନ୍ୟା ଜଳ ଚାଲିଛି।

ଏହା ଯୋଗୁଁ ୨୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes