ଗୋଟିଏ ଗଛରୁ ପୁରୁଷ ଓ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ ଜିଲ୍ଲା ଜୟପୁର ବୋରିଗୁମା ଥାନା ଆଉଁଳି ନିକଟରୁ ଗଛରୁ ମୃତଦେହ ଉଦ୍ଧାର ହୋଇଛି।

ସେମାନେ ଗୋଟିଏ ଲୁଗାର ଉଭୟ ପାର୍ଶ୍ୱରେ ଝୁଲି ରହିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes