ଗୃହିଣୀରୁ ରାଜନୀତି ପରେ ମନ୍ତ୍ରୀପଦ

ଅଭିମନ୍ୟୁ ସାହୁଙ୍କ ମୃତ୍ୟୁ ପରେ ଟିଟିଲାଗଡ଼ର ବିକାଶ ପାଇଁ ଦେଖିଥିବା ସ୍ୱପ୍ନ ସାକାର କରିବା ପାଇଁ ସମର୍ଥକ ଓ ସାଧାରଣ ଲୋକଙ୍କ ଅନୁରୋଧ ରକ୍ଷାକରି ୨୦୧୪ରେ ରାଜନୀତିକୁ ଓହ୍ଲାଇଥିଲେ ଏବଂ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।

୨୦୧୯ରେ ଟିଟିଲାଗଡ଼ରୁ ବିଧାୟିକା ଭାବେ ନିର୍ବାଚିତ ହେବାପରେ ନିଜ ସ୍ୱଚ୍ଛ ଓ ସାଙ୍ଗଠନିକ ଦକ୍ଷତା ଯୋଗୁଁ ଦଳର ଆଗଧାଡ଼ିର ମହିଲବନେତ୍ରୀ ହୋଇପାରିଥିଲେ ଓରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇ ମହିଳା ଶସକ୍ତିକରଣ ବିଭାଗର ମନ୍ତ୍ରୀ ହୋଇଥିଲେ ଏଥର ଜଳସମ୍ପଦ ,ବାଣିଜ୍ୟ ଓ ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ତାଙ୍କୁ ଦିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes