ଗୁଳିବଦ୍ଧ ହାତୀ ମୃତ୍ୟୁ ଘଟଣାରେ ଆଉ ୨ ଗିରଫ

କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ଆଉ ୨ଜଣଙ୍କୁ ଗିରଫ କରୁଛି ବନ ବିଭାଗ ।

୨ ଦିନ ଧରି ପଚରାଉଚରା ପରେ ୨ ଜଣଙ୍କ ଗିରଫଦାରୀ ନେଇ ଆଠଗଡ଼ ଡିଏଫ୍ଓ ସୂଚନା ଦେଇଛନ୍ତି ।ପୂର୍ବରୁ ଗୋଟିଏ ଦେଶୀ ବନ୍ଧୁକ ସହ ୩ ଜଣ ଗିରଫ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes