ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ସାଜନଡିହି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।

ଗୁଣି ସନ୍ଦେହରେ ବୃଦ୍ଧଙ୍କ ମୁଣ୍ଡଗଣ୍ଡି କାଟି ଅଲଗା କରି ଦେଇଛନ୍ତି। ହତ୍ୟା ସନ୍ଦେହରେ ମୃତକଙ୍କ ୨ ପୁତୁରାକୁ ପୁଲିସ୍ ଅଟକ ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes