ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଆଜି ଏକ ତୁଳସୀ ଦାସ ନାମକ ସାଇବର ଠକ ତଥା ନକଲି ଫୋନ୍ ପେ ଏଜେଣ୍ଟକୁ ଝାଡଖଣ୍ଡ ଦେଓଗଡ଼ରୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଏନେଇ ଠକାମୀରେ ଶିକାର ହୋଇଥିବା ସୁରେଶ ପ୍ରସାଦ ସିଂ ଗତ ୧ ତାରିଖରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
Credible Local News of Odisha