ଗାଡ଼ି ଓଲଟି ୬ଯବାନ ଆହତ

ଆଇଟିବିପି ଯବାନଙ୍କୁ ନେଇ ଛତିଶଗଡ଼ ଯାଉଥିବା ଗାଡ଼ି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ଓଲଟିବାରୁ ୬ ଜଣ ଆହତ ହୋଇଛନ୍ତି।

ଆହତ ୬ ଯବାନ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes