ଗାଡ଼ିରୁ ତେଲ ସରିବାରୁ ଧରାପଡ଼ିଗଲେ ଲୁଟେରା

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି କଲେଜ ଛକ ପେଟ୍ରୋଲ ପମ୍ପରେ ୨ ଲୁଟେରାଙ୍କ ମଧ୍ୟରୁ ଜଣକୁ ଧରି ଛେଚିଛନ୍ତି ସ୍ଥାନୀୟ ଲୋକେ।

୨ ଲୁଟେରା କେନ୍ଦ୍ରାପଡ଼ା ରାସ୍ତାରେ ଛିନତାଇ ଉଦ୍ୟମ କରି ପଳାଉଥିଲେ।ଗାଡ଼ିରେ ତେଲ ପକାଇବା ପରେ ପହଞ୍ଚି ଯାଇଥିଲେ ଗୋଡ଼ାଉଥିବା ଲୋକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes