ଗାଁ ପୋଖରୀରୁ ମିଳିଲା ଅଖାରେ ଭର୍ତ୍ତି ନରକଙ୍କାଳ

ବାଲେଶ୍ବର ଜିଲ୍ଲା ସିଂଲା ଥାନା ପାଣିସୁଳିଆ ଗାଁ ପୋଖରୀରୁ ନରକଙ୍କାଳ ମିଳିଛି।

ମାଛ ଧରିବା ପାଇଁ ପୋଖରୀ ଶୁଖାଇବା ବେଳେ ନରକଙ୍କାଳ ମିଳିଲା।ନରକଙ୍କାଳ କାହାର ଜଣାପଡ଼ିନି, ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes