ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଅନୁଗୁଳ ଜିଲ୍ଲା ସଦର ଥାନା ବେନ୍ତପୁର ଗ୍ରାମର ଜୈନିକ ମହିଳା ଦୁଇ ବର୍ଷ ପୂର୍ବରୁ ବିବାହ କରି ଆଠମାସର ଗର୍ଭବତୀ ଥିଲେ ଆଜି ସେ ଘର ଭିତରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଏନେଇ ମହିଳାଙ୍କ ପରିବାର ଲୋକେ ତାଙ୍କ ଶାଶୂଘର ଲୋକେ ଯୌତୁକ ପାଇଁ ହତ୍ୟା କରି‌ ଆତ୍ମହତ୍ୟାର ରୁପ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes