ଗରମ ଖିରି ଡେକ୍‌ଚିରେ ପଡ଼ି ଗୁରୁତର ଶିଶୁର ମୃତ୍ୟୁ

ରାୟପୁରର ଏକ ଘରୋଇ ହସ୍ପିଟାଲରେ ୪ ବର୍ଷ ଶିଶୁପୁତ୍ରର ମୃତ୍ୟୁ ଘଟିଛି।

ଗତ ୨୫ ତାରିଖରେ ନୂଆପଡ଼ା ଜିଲ୍ଲା ରାଣୀମୁଣ୍ଡା ଗାଁରେ ଭୋଜି ବେଳେ ଅଘଟଣ ଘଟିଥିଲା। ଗରମ ଖିରି ଡେକ୍‌ଚିରେ ପଡ଼ି ଶିଶୁପୁତ୍ର ଗୁରୁତର ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes