ଗତ ୫ବର୍ଷରେ ଦୁର୍ଘଟଣାରେ ଯାଇଛି ୨୫ ହଜାର ୨୫୭ ଜୀବନ

ଏହି ୫ବର୍ଷରେ ଅଜଣା ଗାଡ଼ି ଧକ୍କାରେ ୪ହଜାର ୯୪୭ ଜଣ ପ୍ରାଣ ହରାଇଥିବା ବେଳେ ଦୁର୍ଘଟଣାରେ ଆହତ ହୋଇଛନ୍ତି ୫୨ ହଜାର ୭୬୯ ବ୍ୟକ୍ତି।

ଏ ନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes