ଗଣ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଶିକ୍ଷକ

ବିଭିନ୍ନ ଦାବି ନେଇ ମାଧ୍ୟମିକ ଶିକ୍ଷକ ସଂଘ କର୍ମକର୍ତ୍ତାମାନେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ବାସଭବନ ଘେରାଉ କରିଛନ୍ତି।

୨୦୦୪ରୁ ୨୦୧୩ ଭିତରେ ନିଯୁକ୍ତ ଶିକ୍ଷକ ନିୟମିତ ଦାବି ସହ ଚୁକ୍ତି ଭିତ୍ତିକ ନିଯୁକ୍ତିର ୬ ବର୍ଷକୁ ଚାକିରି ଅବଧିରେ ମିଶାଇବା ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes